(Translated by https://www.hiragana.jp/)
ଇବ୍ରେକ୍ସାଫଙ୍ଗର୍ପ - ଉଇକିପିଡ଼ିଆ

ଇବ୍ରେକ୍ସାଫଙ୍ଗର୍ପ

ଏହା ଆଣ୍ଟିଫଙ୍ଗାଲ ଔଷଧ ଯାହାକି ଯୋନୀପଥ ଇଷ୍ଟ ସଂକ୍ରମଣ ପାଇଁ ବ୍ୟବହୃତ ହୁଏ ।

ଇବ୍ରେକ୍ସାଫଙ୍ଗର୍ପ (ଇଂରାଜୀ: Ibrexafungerp), ବେପାର ନାମ ବ୍ରେକ୍ସାଫେମ୍, ହେଉଛି ଏକ କବକରୋଧୀ ବା ଆଣ୍ଟିଫଙ୍ଗାଲ ଔଷଧ ଯାହାକି ଯୋନୀପଥ ଇଷ୍ଟ ସଂକ୍ରମଣ ପାଇଁ ବ୍ୟବହୃତ ହୁଏ ।[] ଋତୁସ୍ରାବ ଆରମ୍ଭ ହେବା ପରେ ଏହା ମହିଳାମାନଙ୍କଠାରେ ବ୍ୟବହୃତ ହୋଇପାରେ ।[] ଏହା ପାଟିରେ ଦିଆଯାଏ ।[]

ଇବ୍ରେକ୍ସାଫଙ୍ଗର୍ପ
Clinical data
Pronunciation/ˌbrɛksəˈfʌnɜːrp/
eye-BREKS-ə-FUN-jurp
Trade namesBrexafemme
SynonymsSCY-078
AHFS/Drugs.commonograph
data
Pregnancy
category
Routes of
administration
By mouth, intravenous
Legal status
Legal status
Pharmacokinetic data
Protein binding>99%[]
MetabolismHydroxylation (CYP3A4) then conjugation (glucuronidation, sulfation)[]
Elimination half-life20 hours[]
Identifiers
  • (1R,5S,6R,7R,10R,11R,14R,15S,20R,21R)-21-[(2R)-2-amino-2,3,3-trimethylbutoxy]-5,7,10,15-tetramethyl-7-[(2R)-3-methylbutan-2-yl]-20-(5-pyridin-4-yl-1,2,4-triazol-1-yl)-17-oxapentacyclo[13.3.3.01,14.02,11.05,10]henicos-2-ene-6-carboxylic acid
Chemical and physical data
FormulaC44H67N5O4
Molar mass୭୩୦.୦୫ g·mol−1
3D model (JSmol)
  • CC(C)[C@@H](C)[C@@]1(C)CC[C@]2(C)[C@H]3CC[C@H]4[C@@]5(C)COC[C@@]4(C[C@@H](n4ncnc4-c4ccncc4)[C@@H]5OC[C@](C)(N)C(C)(C)C)C3=CC[C@@]2(C)[C@@H]1C(=O)O
  • InChI=1S/C44H67N5O4/c1-27(2)28(3)39(7)18-19-41(9)30-12-13-33-40(8)23-52-25-44(33,31(30)14-17-42(41,10)34(39)37(50)51)22-32(35(40)53-24-43(11,45)38(4,5)6)49-36(47-26-48-49)29-15-20-46-21-16-29/h14-16,20-21,26-28,30,32-35H,12-13,17-19,22-25,45H2,1-11H3,(H,50,51)/t28-,30+,32-,33+,34-,35+,39-,40-,41-,42+,43+,44+/m1/s1
  • Key:BODYFEUFKHPRCK-ZCZMVWJSSA-N


ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ପେଟ ଯନ୍ତ୍ରଣା ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଗ୍ଲୁକାନ ସିନ୍ଥେଜକୁ ଅବରୋଧ କରୁଥିବା ଏକ ଟ୍ରାଇଟରପେନଏଡ କବକରୋଧୀ (ଆଣ୍ଟିଫଙ୍ଗାଲ) ଯାହା କବକ କୋଷ ପ୍ରାଚୀର ଗଠନକୁ ରୋକିଥାଏ । []

ଡାକ୍ତରୀ ବ୍ୟବ‌ହାର ପାଇଁ ଯୁକ୍ତରାଷ୍ଟ୍ରରେ ୨୦୨୧ ମସିହାରେ ଇବ୍ରେକ୍ସାଫଙ୍ଗର୍ପ ଅନୁମୋଦିତ ହୋଇଥିଲା ।[] ଏହା ୟୁରୋପ ବା ଯୁକ୍ତରାଜ୍ୟରେ ୨୦୨୨ ସୁଦ୍ଧା ଅନୁମୋଦିତ ନୁହେଁ ।[]ଯୁକ୍ତରାଷ୍ଟରେ ଏହାର ଏକ ଚିକିତ୍ସା ଅନୁକ୍ରମ ପିଛା ୨୦୨୨ ମସିହାର ୫୦୦ ଡଲାର ଖର୍ଚ୍ଚ ହେଉଥିଲା ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Brexafemme- ibrexafungerp tablet, film coated". DailyMed. Archived from the original on 12 September 2021. Retrieved 12 September 2021.
  2. "Ibrexafungerp". SPS - Specialist Pharmacy Service. 2 August 2018. Archived from the original on 8 December 2021. Retrieved 29 October 2022.
  3. "Ibrexafungerp". Archived from the original on 29 October 2022. Retrieved 29 October 2022.