(Translated by https://www.hiragana.jp/)
ଚମ୍ପୂ - ଉଇକିପିଡ଼ିଆ Jump to content

ଚମ୍ପୂ

ଉଇକିପିଡ଼ିଆ‌ରୁ

ଗଦ୍ୟ ପଦ୍ୟାତ୍ମକ କାବ୍ୟ ଚମ୍ପୂ ଅଟେ। ଓଡ଼ିଶୀ ସଙ୍ଗୀତ ଏବଂ ସାହିତ୍ୟର ଏକ ବିଶେଷ ଅଂଶ । ବବର୍ଣ୍ଣମାଳାରକ ଠାରୁ କ୍ଷ ପର୍ଯ୍ୟନ୍ତ 3୪ଟି ଅକ୍ଷରକୁ ନେଇ କ୍ରମରେ ୩୪ଟି ଗୀତ ଲେଖାଯାଏ ଏହାକୁ ଚଉତିଶା କୁହାଯାଏ । କୌଣସି ଏକ ଗୀତର ସମସ୍ତ ପାଦ ସେହି ଅକ୍ଷରରେ ଆରମ୍ଭ ହୋଇଥାଏ।

ଚାରି ଗୋଟି ପଦ ବିଶିଷ୍ଟ ପଦ୍ୟକୁ ଚଉପଦୀ କୁହାଯାଏ।

ଓଡ଼ିଆରେ ଲିଖିତ ଅନେକ ଚମ୍ପୂ ମଧ୍ୟରୁ କବିସୂର୍ଯ୍ୟ ବଳଦେବ ରଥଙ୍କ କିଶୋରଚନ୍ଦ୍ରାନନ ଚମ୍ପୂ ସବୁଠୁଁ ପ୍ରସିଦ୍ଧ । ଏହା ଏତେ ଜନାଦୃତ ଯେ କେବଳ ଚମ୍ପୂ କହିଲେ ଲୋକେ ଏହି ଗ୍ରନ୍ଥକୁ ବୁଝିଥାନ୍ତି ।