(Translated by https://www.hiragana.jp/)
କୁମର ବେହେରା - ଉଇକିପିଡ଼ିଆ Jump to content

କୁମର ବେହେରା

ଉଇକିପିଡ଼ିଆ‌ରୁ
୨୨:୫୬, ୧୨ ଅଗଷ୍ଟ ୨୦୨୩ ବେଳେ MKar (ଆଲୋଚନା | ଅବଦାନ) (MKar ପୃଷ୍ଠାଟିକୁ କୁମାର ବେହେରାରୁ କୁମର ବେହେରାକୁ ଘୁଞ୍ଚାଇଲେ: ଠିକ ବନାନ) ଙ୍କ ଦେଇ ହୋଇଥିବା ସଂସ୍କରଣ
କୁମାର ବେହେରା
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧ ଡିସେମ୍ବର ୧୯୯୪
ପୂର୍ବ ଅଧିକାରୀମୋହନ ନାଗ
ପର ଅଧିକାରୀମୋହନ ନାଗ
ନିର୍ବାଚନ ମଣ୍ଡଳୀଭଟଲୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1947-08-22) ୨୨ ଅଗଷ୍ଟ ୧୯୪୭ (ବୟସ ୭୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀସୁଶୀଳା ବେହେରା
ବାପା/ବୋଉକରୁଣାକର ବେହେରା (ବାପା)
ବୃତ୍ତିରାଜନୀତିଜ୍ଞ

କୁମାର ବେହେରା (ଜନ୍ମ: ୨୨ ଅଗଷ୍ଟ ୧୯୪୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

କୁମାର ବେହେରା ୧୯୪୭ ମସିହାର ଅଗଷ୍ଟ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କରୁଣାକର ବେହେରା ଓ ତାଙ୍କ ପତ୍ନୀଙ୍କ ନାମ ସୁଶୀଳା ବେହେରା ।[୧]

ରାଜନୈତିକ ଜୀବନ

କୁମାର ବେହେରା ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର

  1. ୧.୦ ୧.୧ "Shri Kumar Behera". odishaassembly.nic.in. Odisha Assembly. Retrieved 31 July 2021.