(Translated by https://www.hiragana.jp/)
ଉମା ଭେଣ୍ଡେ - ଉଇକିପିଡ଼ିଆ Jump to content

ଉମା ଭେଣ୍ଡେ

ଉଇକିପିଡ଼ିଆ‌ରୁ
ଉମା ଭେଣ୍ଡେ‌
ଜନ୍ମ
ଅନୁସୟା ସାକାରିକାର[୧]

(1945-05-31)୩୧ ମଇ ୧୯୪୫
ମୃତ୍ୟୁ୧୯ ଜୁଲାଇ ୨୦୧୭(2017-07-19) (ବୟସ ୭୨)19 July 2017
ବୃତ୍ତିଅଭିନତ୍ରୀ
ସକ୍ରିୟ ବର୍ଷ୧୯୬୦–୨୦୦୦
ବୈବାହିକ-ସାଥୀପ୍ରକଶ ଭେଣ୍ଡେ
ସନ୍ତାନପ୍ରସାଦ ଭେଣ୍ଡେ, ପ୍ରସନ୍ନ ଭେଣ୍ଡେ
ପୁରସ୍କାରଚିତ୍ରଭୂଷଣ

ଉମା ଭେଣ୍ଡେ (୧୯୪୫ - ୧୯ ଜୁଲାଇ ୨୦୧୭)[୨] ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମରାଠୀ କଥାଚିତ୍ର, ଦୂରଦର୍ଶନ ଏବଂ ଥିଏଟରରେ କାମ କରୁଥିଲେ । ସେ ୧୯୬୦ ମସିହରେ ମରାଠୀ ଚଳଚ୍ଚିତ୍ର ଆକାସଗଙ୍ଗା ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଆମି ଜାଟୋ ଆମଚିଆ ଗଭା (୧୯୬୮), ଅଙ୍ଗାଇ (୧୯୬୮), ଭାଲୁ (୧୯୮୦) ଆଦି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଜଣାଶୁଣା । ମରାଠୀ ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କର ଅବଦାନ ପାଇଁ ତାଙ୍କୁ ଚିତ୍ରାଭୂଷଣ ପୁରସ୍କାର ଦିଆଯାଇଥିଲା ।[୩]

ଅଭିନୀତ କଥାଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Actress Uma Bhende passed away". Daink Bhaskar. Retrieved 19 July 2017.
  2. "Actress Uma Bhende passed away". Maharashtra Times Online. Archived from the original on 22 July 2017. Retrieved 19 July 2017.
  3. "सचिन पिळगावकर आणि उमा भेंडे यंदाचे'चित्रभूषण'" [Sachin Pilgaonkar and Uma Bhende gets awarded]. Loksatta (in Marathi). Pune. Indian Express. Retrieved 19 Jul 2017.{{cite web}}: CS1 maint: unrecognized language (link)

ବାହାର ଲିଙ୍କ୍[ସମ୍ପାଦନା]