ଚନ୍ଦ୍ର ଶେଖର ସିଂହ ଭୋଇ
ଦେଖଣା
(ଚନ୍ଦ୍ର ଶେଖର ସିଂହରୁ ଲେଉଟି ଆସିଛି)
ଚନ୍ଦ୍ର ଶେଖର ସିଂହ ଭୋଇ | |
---|---|
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପୂର୍ବ ଅଧିକାରୀ | ନନ୍ଦ କିଶୋର ମିଶ୍ର, ରମେଶ ଚନ୍ଦ୍ର ସିଂହ ଭୋଇ |
ପର ଅଧିକାରୀ | ରାଜେନ୍ଦ୍ର ନାରାୟଣ ସିଂହଦେଓ |
ନିର୍ବାଚନ ମଣ୍ଡଳୀ | ବଲାଙ୍ଗୀର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୨ ଫେବୃଆରୀ ୧୯୩୫ |
ମୃତ୍ୟୁ | ୨୩ ଡିସେମ୍ବର ୧୯୬୯ | (ବୟସ ୩୪)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ଉମାରାଣୀ ସିଂହ |
ବାପା/ବୋଉ | ମାହିଧର ସିଂହ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଚନ୍ଦ୍ର ଶେଖର ସିଂହ ଭୋଇ (୧୨ ଫେବୃଆରୀ ୧୯୩୫ - ୨୩ ଡିସେମ୍ବର ୧୯୬୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଲାଙ୍ଗୀର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବା ଓ ଶିକ୍ଷା
[ସମ୍ପାଦନା]ଚନ୍ଦ୍ର ଶେଖର ସିଂହ ଭୋଇ ୧୯୩୫ ମସିହାର ଫେବୃଆରୀ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମାହିଧର ସିଂହ ଏବଂ ପତ୍ନୀଙ୍କ ନାମ ଉମାରାଣୀ ସିଂହ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଚନ୍ଦ୍ର ଶେଖର ସିଂହ ଭୋଇ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଚନ୍ଦ୍ର ଶେଖର ସିଂହ ଭୋଇ ୧୯୬୯ ମସିହାର ଡିସେମ୍ବର ୨୩ ତାରିଖରେ ୩୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Chandra Sekhar Singh Bhoi". odishaassembly.nic.in. Odisha Assembly. Retrieved 14 October 2021.