(Translated by https://www.hiragana.jp/)
ବାସୁଦେବପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ) - ଉଇକିପିଡ଼ିଆ Jump to content

ବାସୁଦେବପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ବାସୁଦେବପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୨୧,୬୩୫
ଜିଲ୍ଲା: ଭଦ୍ରକ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଭଦ୍ରକ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ: ୩୬+ ୭=୪୩
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ବାସୁଦେବପୁର (କ୍ରମିକ ସଂଖ୍ୟା: ୪୫) ଭଦ୍ରକ ଜିଲ୍ଲା, ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧]

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାସୁଦେବପୁର ପୌର ପରିଷଦ, ବାସୁଦେବପୁର ପଞ୍ଚାୟତ ସମିତି ଅନ୍ତର୍ଗତ ୩୬ଟି ଗ୍ରାମ ପଞ୍ଚାୟତ ଓ ତିହିଡ଼ି ପଞ୍ଚାୟତ ସମିତି ଅନ୍ତର୍ଗତ ୭ଟି ଗ୍ରାମ ପଞ୍ଚାୟତ ।[୨][୩]

ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାର ଦାସ, ବିଜୁ ଜନତା ଦଳ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟଙ୍କ ଠାରୁ ୬୩୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାର ଦାସଙ୍କ ଠାରୁ ୯,୫୮୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟଶ୍ରୀ ରାଉତରାୟ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକଙ୍କଠାରୁ ୬,୫୦୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟଶ୍ରୀ ରାଉତରାୟ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମାଧବାନନ୍ଦ ମଲିକଙ୍କଠାରୁ ୬,୮୪୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୨୪ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୨୪ ବିଧାନସଭା ନିର୍ବାଚନ, ବାସୁଦେବପୁର
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ଅଶୋକ କୁମାର ଦାସ ୭୭,୮୪୩ ୩୯.୧୧ -
ବିଜଦ ବିଷ୍ଣୁବ୍ରତ ରାଉତରାୟ ୭୭,୨୧୨ ୩୮.୭୯ -
ଭାଜପା ବାଣୀକଲ୍ୟାଣ ମହାନ୍ତି ୪୨,୧୭୮ ୨୧.୨୩ -
NOTA NOTA ୫୫୫ ୦.୨୭ -
{{{candidate}}} {{{votes}}} {{{percentage}}} {{{change}}}
ଭୋଟ ବ୍ୟବଧାନ ୬୩୧ ୦.୩୨ -
ମତଦାନ ହାର ୧,୯୯,୦୫୧ ୭୨.୧୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

୨୦୧୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୧୯ ବିଧାନସଭା ନିର୍ବାଚନ, ବାସୁଦେବପୁର
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ବିଷ୍ଣୁବ୍ରତ ରାଉତରାୟ ୭୮,୯୬୩ ୪୨.୩୭ -
କଂଗ୍ରେସ ଅଶୋକ କୁମାର ଦାସ ୬୯,୩୮୨ ୩୭.୨୩ -
ଭାଜପା ମାଧବାନନ୍ଦ ମଳ୍ଲିକ ୩୫,୭୭୭ ୧୯.୨ -
NOTA NOTA ୭୪୪ ୦.୦୪ -
{{{candidate}}} {{{votes}}} {{{percentage}}} {{{change}}}
ଭୋଟ ବ୍ୟବଧାନ ୯,୫୮୧ ୫.୨୪* -
ମତଦାନ ହାର ୧,୮୬,୩୫୫ ୭୪.୦ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

୨୦୧୪ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୧୪ ବିଧାନସଭା ନିର୍ବାଚନ, ବାସୁଦେବପୁର
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ବିଜୟଶ୍ରୀ ରାଉତରାୟ ୭୭,୭୮୨ ୪୬.୪୬ -
କଂଗ୍ରେସ ମାଧବାନନ୍ଦ ମଳ୍ଲିକ ୭୧,୨୭୫ ୪୨.୫୭ -
ଭାଜପା ଦୀନବନ୍ଧୁ ପତି ୧୫,୩୩୯ ୯.୧୬ -
NOTA NOTA ୭୧୦ ୦.୪୨ -
{{{candidate}}} {{{votes}}} {{{percentage}}} {{{change}}}
ଭୋଟ ବ୍ୟବଧାନ ୬,୫୦୬ ୩.୮୯* -
ମତଦାନ ହାର ୧,୬୭,୧୪୩ ୭୬.୭୮ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନସଭା ନିର୍ବାଚନ, ବାସୁଦେବପୁର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ବିଜୟଶ୍ରୀ ରାଉତରାୟ ୭୦,୮୫୬ ୪୮.୪୯ -
କଂଗ୍ରେସ ମାଧବାନନ୍ଦ ମଳ୍ଲିକ ୬୪,୦୧୬ ୪୩.୮୧ -
ଭାଜପା ଅଶୋକ କୁମାର ସାହୁ ୯,୨୭୭ ୬.୩୫ -
ସ୍ୱାଧୀନ କବିନ୍ଦ୍ର ଶେଖର ଫକୀର ରଞ୍ଜନ ଦାସ ୧,୦୦୯ ୦.୬୯ -
ବସପା ସତ୍ୟ ସୁନ୍ଦର ପଣ୍ଡା ୯୫୬ ୦.୬୫ -
ଭୋଟ ବ୍ୟବଧାନ ୬,୮୪୦ ୪.୬୮* -
ମତଦାନ ହାର ୧,୪୬,୧୫୩ ୭୦.୦୬ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୭ରୁ ୨୦୨୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର[ସମ୍ପାଦନା]

  1. "Basudevpur Assembly Election 2009, Orissa". empoweringindia.org. Archived from the original on 13 January 2017. Retrieved 7 June 2013. Constituency: Basudevpur (45) District : Bhadrak
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 6840
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 22-Basudevpur Constituency of ORISSA". eci.nic.in. 2006. Retrieved 7 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf