ରବିନାରାୟଣ ମହାପାତ୍ର
Appearance
ରବି ନାରାୟଣ ମହାପାତ୍ର | |
---|---|
ସଂଦସର ସଭା, ରାଜ୍ୟ ସଭା | |
କାର୍ଯ୍ୟକାଳ ୨୦୧୨-୨୦୧୮ | |
ନିର୍ବାଚନ ମଣ୍ଡଳୀ | ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | [୧] | ୪ ଜୁଲାଇ ୧୯୫୭
ମୃତ୍ୟୁ | ରଣପୁରଗଡ଼, ନୟାଗଡ଼ |
ରାଜନୀତିକ ଦଳ | ଜନତା ଦଳ |
ଜୀବନ ସାଥୀ |
ଇନ୍ଦିରା ଦେବୀ (m. ୧୯୯୩) |
ରବି ନାରାୟଣ ମହାପାତ୍ର (ଜନ୍ମ: ୪ ଜୁଲାଇ ୧୯୫୭) ଜଣେ ଭାରତୀୟ ରାଜନେତା । ସେ ୨୦୧୨ ମସିହାରୁ ୨୦୧୮ ଯାଏଁ ରାଜ୍ୟ ସଭାର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୨] ବର୍ତ୍ତମାନ ସେ ବିଜୁ ଜନତା ଦଳ ସହ ମିଶି ରାଜନୀତିରେ ସକ୍ରିୟ ଅଛନ୍ତି ।[୩] ଶ୍ରୀ ମହାପାତ୍ର ୪ ଅପ୍ରେଲ ୨୦୧୨ରୁ ୩ ଅପ୍ରେଲ ୨୦୧୮ଯାଏଁ ରାଜ୍ୟସଭାର ସାଂସଦ ଭାବରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Detailed Profile: Shri Rabinarayan Mohapatra". india.gov.in. Retrieved 12 December 2018.[permanent dead link]
- ↑ Detailed Profile: Shri Rabinarayan Mohapatra. http://india.gov.in (2012-08-13). Retrieved on 2012-08-13.
- ↑ "Shri Rabinarayan Mohapatra". india.gov.in. Retrieved 12 December 2018.[permanent dead link]