(Translated by https://www.hiragana.jp/)
୨୦୨୨ର ଓଡ଼ିଆ କଥାଚିତ୍ର - ଉଇକିପିଡ଼ିଆ Jump to content

୨୦୨୨ର ଓଡ଼ିଆ କଥାଚିତ୍ର

ଉଇକିପିଡ଼ିଆ‌ରୁ
ଓଡ଼ିଆ ସିନେମା
ପ୍ରସିଦ୍ଧ
୧୯୩୦-୧୯୩୯
୧୯୩୬
୧୯୪୦-୧୯୪୯
୧୯୪୯
୧୯୫୦-୧୯୫୯
୧୯୫୦ ୧୯୫୧ ୧୯୫୩ ୧୯୫୪ ୧୯୫୬
୧୯୫୯
୧୯୬୦-୧୯୬୯
୧୯୬୦ ୧୯୬୧ ୧୯୬୨ ୧୯୬୩ ୧୯୬୪
୧୯୬୫ ୧୯୬୬ ୧୯୬୭ ୧୯୬୮ ୧୯୬୯
୧୯୭୦-୧୯୭୯
୧୯୭୦ ୧୯୭୧ ୧୯୭୨ ୧୯୭୩ ୧୯୭୪
୧୯୭୫ ୧୯୭୬ ୧୯୭୭ ୧୯୭୮ ୧୯୭୯
୧୯୮୦-୧୯୮୯
୧୯୮୦ ୧୯୮୧ ୧୯୮୨ ୧୯୮୩ ୧୯୮୪
୧୯୮୫ ୧୯୮୬ ୧୯୮୭ ୧୯୮୮ ୧୯୮୯
୧୯୯୦-୧୯୯୯
୧୯୯୦ ୧୯୯୧ ୧୯୯୨ ୧୯୯୩ ୧୯୯୪
୧୯୯୫ ୧୯୯୬ ୧୯୯୭ ୧୯୯୮ ୧୯୯୯
୨୦୦୦-୨୦୦୯
୨୦୦୦ ୨୦୦୧ ୨୦୦୨ ୨୦୦୩ ୨୦୦୪
୨୦୦୫ ୨୦୦୬ ୨୦୦୭ ୨୦୦୮ ୨୦୦୯
୨୦୧୦-୨୦୧୯
୨୦୧୦ ୨୦୧୧ ୨୦୧୨ ୨୦୧୩ ୨୦୧୪

୨୦୧୫ ୨୦୧୬ ୨୦୧୭ ୨୦୧୮ ୨୦୧୯

୨୦୨୦-୨୦୨୯
୨୦୨୦ ୨୦୨୧ ୨୦୨୨ ୨୦୨୩ ୨୦୨୪

ଓଡ଼ିଆ କଥାଚିତ୍ର ଜଗତରେ ୨୦୨୨ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।

'୨୦୨୨'ମସିହାର ଓଡ଼ିଆ କଥାଚିତ୍ର ତାଲିକା

[ସମ୍ପାଦନା]
କ୍ରମାଙ୍କ ନାମ ନିର୍ଦ୍ଦେଶକ ଅଭିନେତା ମୁକ୍ତିଲାଭ ତାରିଖ
୨୦୨୨
ସାହାଣୀ ଘର କାହାଣୀ ନିରଞ୍ଜନ ବେହେରା ଲିପ୍ସା ମିଶ୍ର, ମହାଶ୍ୱେତା ରାୟ, ଜୀବନ ପଣ୍ଡା ୨ ଜାନୁଆରୀ
ଭିଜା ମାଟିର ସ୍ୱର୍ଗ ମନମୋହନ ମହାପାତ୍ର ମିହିର ଦାସ, ଗାର୍ଗୀ ମହାନ୍ତି, ବିଜୟିନୀ ମହାନ୍ତି ୧୩ ଜାନୁଆରୀ
ଅନାମିକା ନାୟିକା ଅଶୋକ ପତି ଦେବାଶିଷ ପାତ୍ର, ପ୍ରିୟା ଚୌଧୁରୀ, ଏଲିନା ସାମନ୍ତରାୟ ୧୬ ଜାନୁଆରୀ
ହଉ ହଉ ହେଇଗଲାରେ ରମେଶ ରାଉତ ରାଜ ରାଜେଶ ପଣ୍ଡା, ରିୟା ଦେ, ପିଣ୍ଟୁ ନନ୍ଦ, ଅକ୍ଷୟ ବସ୍ତିଆ, ପିଙ୍କି ପ୍ରଧାନ, ଶ୍ୱେତା ଆଚାର୍ଯ୍ୟ ୨୧ ଜାନୁଆରୀ
ଫୋର୍ ଅଭିଶେକ ସ୍ୱାଇଁ ପାର୍ଥସାରଥୀ ରାୟ, ସତ୍ୟ ରଞ୍ଜନ, ପ୍ରସନ୍ନଜିତ ମହାପାତ୍ର, ସ୍ୱସ୍ତିକ ଚୌଧୁରୀ ୨୮ ଜାନୁଆରୀ
ସମାପାଜୁର ରଘୁ ଚିନ୍ମୟ ମିଶ୍ର ମନୋଜ ମିଶ୍ର, ସୂର୍ଯ୍ୟମୟୀ ମହାପାତ୍ର, ପାର୍ଥସାରଥୀ ରାୟ, ଦେବଯାନୀ ୩୦ ଜାନୁଆରୀ
ମିଷ୍ଟର କହ୍ନେୟା ରମେଶ ରାଉତ ପପୁ ପମ ପମ, ଝିଲିକ୍ ଭଟ୍ଟାଚାର୍ଯ୍ୟ, ପ୍ରଦ୍ୟୁମ୍ନ ଲେଙ୍କା ୪ ଫେବୃଆରୀ
କ୍ରେଜି-୪ ସମ୍ରାଜ ଅଭିଶେକ ରଥ, ସୂର୍ଯ୍ୟମୟୀ ମହାପାତ୍ର, ସୁଭାଶିଷ ଶର୍ମା, ଉତ୍ତମ ମହାନ୍ତି, ପିଣ୍ଟୁ ନନ୍ଦ ୬ ଫେବୃଆରୀ
ଅଧାଲେଖା ଗପ ସୁଧାଂଶୁ ମୋହନ ସାହୁ ଅଭିଶେକ ଗିରି, ସ୍ୱସ୍ତିକ ମିଶ୍ର, ଚୋଧୁରୀ ବିକାଶ ଦାସ ୧୩ ଫେବୃଆରୀ
୧୦ କୁରୁକ୍ଷେତ୍ର ଅଶ୍ୱିନୀ ତ୍ରିପାଠୀ ସମରେଶ ରାଉତରାୟ, ଆକାଶ ଦାସନାୟକ, ତମନ୍ନା ବ୍ୟାସ ୧୩ ଫେବୃଆରୀ
୧୧ ମନ ମୋର କାଗଜ ଗୁଡ଼ି ଦେବଜ୍ୟୋତି ପାତ୍ର ରାକେଶ ଦେଓ, ଭୂମିକା ଦାଶ, ପ୍ରୀତିରାଜ ଶତପଥୀ ୪ ମାର୍ଚ୍ଚ
୧୨ ଲଗାମ୍ ପୀନୁ ନାୟକ ଅମ୍ଳାନ ଦାସ, ତମନ୍ନା ବ୍ୟାସ, ବବି ମିଶ୍ର, ହରିହର ମହାପାତ୍ର ୬ ମାର୍ଚ୍ଚ
୧୩ ପାଣିଗ୍ରହଣ ହିମାଂଶୁ ପରିଜା ଅଭିଶେକ ରଥ, ସୂର୍ଯ୍ୟମୟୀ ମହାପାତ୍ର, ପୃଥ୍ୱୀରାଜ ନାୟକ, ମହାଶ୍ୱେତା ରାୟ ୨୦ ମାର୍ଚ୍ଚ
୧୪ ସୁନୟନା ମୃତ୍ୟୁଞ୍ଜୟ ସାହୁ ପ୍ରଦୀପ କୁମାର ସାହୁ, ଜାଗୃତି ରଥ ୩ ଅପ୍ରେଲ
୧୫ ଦିଦି ନମସ୍କାର ମୃତ୍ୟୁଞ୍ଜୟ ସାହୁ ଶୀତଲ ପାତ୍ର, ଶାଶ୍ୱତ, ସୋମା ଭୌମିକ ୧୭ ଅପ୍ରେଲ
୧୬ ଯଥା ରାବଣସ୍ୟ ମନ୍ଦୋଦରୀ ପୀନୁ ନାୟକ ଦୀପକ ବାରିକ, ଲିପିକା ସେନାପତି, ରାକ୍ଷୀ ଦାଶ, ଚୌଧୁରୀ ଜୟପ୍ରକାଶ ଦାସ, ୧ ମଇ
୧୭ ଡିଟେକ୍ଟିଭ୍ କରନ୍ ଅର୍ଜୁନ ଅଶ୍ୱିନୀ ଗଡ଼ନାୟକ ପପୁ ପମ ପମ, ପ୍ରଜ୍ଞା ଖଟୁଆ, ଲିପ୍ସା ମିଶ୍ର, କୁନା ତ୍ରିପାଠୀ, ଜୀବନ ପଣ୍ଡା ୧୫ ମଇ
୧୮ କୋଉ ଆକାଶର ଜହ୍ନ ତୁ ରାଜେନ୍ଦ୍ର ମହନ୍ତ ସୁଭାଶିଷ ଶର୍ମା, ଦିବ୍ୟା ମହାନ୍ତି, ସରୋଜ ଦାସ ୧୫ ମଇ
୧୯ ଆଉ ଗୋଟେ ଲଭ୍ ଷ୍ଟୋରୀ ସଞ୍ଜୟ ନାୟକ ଜ୍ୟୋତି ରଞ୍ଜନ ନାୟକ, ଭୂମିକା ଦାଶ, ପୁଷ୍ପା ପଣ୍ଡା, ବିଜୁ ବଡ଼ଜେନା ୨୦ ମଇ
୨୦ ଲଭ୍ ଫିଭର୍ ଚନ୍ଦନ ଜେନା ରାଜବୀର ଶଙ୍କର ଦେଓ, ବନ୍ଦନା ପରମାଣିକ, ଅସୀତ ପତି, ଅଶ୍ରୁମୋଚନ ମହାନ୍ତି ୨୦ ମଇ
୨୧ ପ୍ରେମ ଏଟିଏମ୍ ସୁଧାଂଶ ମୋହନ ସାହୁ ପ୍ରଦୀପ ଦତ୍ତ, ଦିବ୍ୟା ମହାନ୍ତି, ଲିପିକା ସେନାପତି ୨୭ ମଇ
୨୨ ଦୃଷ୍ଟିକୋଣ ସୁଶାନ୍ତ ମଣି ଏଲିନା ସାମନ୍ତରାୟ, ଶୁଭଶ୍ରୀ ନାଏକ, ହର ରଥ, ହରପ୍ରସାଦ ଦାସ ୨୭ ମଇ
୨୩ କୁକୁଡ଼ା ଚୋର ଆନନ୍ଦ କୁମାର ଶୁଭେନ୍ଦୁ ପାଢ଼ୀ, ପ୍ରଜ୍ଞା, ସୁମନ ୨୭ ମଇ
୨୪ ଭାବେ ସିନା କହିପାରେନା ଅସୀତ ପତି ଅଭିଶେଖ ରଥ, ଅର୍ଚ୍ଚିତା ମହାନ୍ତି, ଦୁଷ୍ମନ୍ତ ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ମନିଷା ରଥ ୧ ଜୁନ
୨୫ ପ୍ରେମମ୍ ତାପସ ସରଘରିଆ ବାବୁଶାନ୍, ପ୍ରକୃତି ମିଶ୍ର, ସିଦ୍ଧାନ୍ତ ମହାପାତ୍ର, ସାତ୍ୟକି ମିଶ୍ର ୩ ଜୁନ
୨୬ ଦିଲ୍ ମୋର ମାନେନା ଚଣ୍ଡୀ ପରିଜା ସ୍ୱରାଜ ବାରିକ, ଶିବାନୀ ସଙ୍ଗୀତା, ସଲିଲ ମିତ୍ର, ମିହିର ଦାସ ୧୦ ଜୁନ
୨୭ ଗୁପ୍‌ଚୁପ୍ ପୃଥ୍ୱୀରାଜ ପଟ୍ଟନାୟକ ଅମ୍ଳାନ ଦାସ, ସନ୍‌ମିରା ନାଗେଶ, ଶୈଳେନ୍ଦ୍ର ସାମନ୍ତରାୟ, ପପୁ ପମ ପମ ୧୦ ଜୁନ
୨୮ ବିଶ୍ୱନାଥ ବବିଲି କିରଣ ସମ୍ବିତ ଆଚାର୍ଯ୍ୟ, ସମ୍ଭାବନା ମହାନ୍ତି, ମିହିର ଦାସ, ପିଣ୍ଟୁ ନନ୍ଦ, ରାଇମୋହନ ୧୨ ଜୁନ
୨୯ ଚୋରଣୀ ୨ ମୃତ୍ୟୁଞ୍ଜୟ ପାତ୍ର ସୂର୍ଯ୍ୟମୟୀ ମହାପାତ୍ର ଓ ଅଭିଶେକ ପଣ୍ଡା, ପିଣ୍ଟୁ ନନ୍ଦ, ଅଶୋକ ଦାଶ ୧୨ ଜୁନ
୩୦ ମୋ ପଣତକାନୀରେ ତୁ ପୀନୁ ନାୟକ ଜ୍ୟୋତି ପ୍ରକାଶ ପଣ୍ଡା, ଶ୍ରଦ୍ଧା ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର, ମହାଶ୍ୱେତା ରାୟ ୧୨ ଜୁନ
୩୧ ଏକା ତୁ ଏକା ମୁଁ ସୁଧାଂଶୁ ମୋହନ ସାହୁ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ପ୍ରଦ୍ୟୁମ୍ନ ଲେଙ୍କା, ଭୂପତି ତ୍ରିପାଠୀ ୧୪ ଜୁନ
୩୨ ନଟରାଜ ୦୦୯ ଭକ୍ତ ପ୍ରସାଦ ବାରିକ ଉମାକାନ୍ତ ବାରିକ, ଟ୍ୱିଙ୍କଲ୍, ଜୟୀରାମ ସାମଲ ୨୨ ଜୁନ
୩୩ ବିଦ୍ୟାରାଣ ଜ୍ୟୋତି ଦାସ ବାବୁଶାନ୍, ଶିବାନୀ ସଙ୍ଗୀତା, ଉତ୍ତମ ମହାନ୍ତି, ସୋମା ଭୌମିକ ୧ ଜୁଲାଇ
୩୪ ପ୍ରତିଜ୍ଞା ଗୋପାଳ ପଟ୍ଟନାୟକ ରବି ପ୍ରସାଦ ପାତ୍ର, ଏମ୍. ଡି. ବବୁଲ, ରୋହିତ, ମେଘା ୭ ଜୁଲାଇ
୩୫ ଲାଗେ ପ୍ରେମ ନଜର ଦିଲ୍ଲୀପ ପଣ୍ଡା ଅମ୍ଳାନ ଦାସ, ପ୍ରିୟା ଚୌଧୁରୀ, ରିୟା ଦେ, ରାଗିଣୀ ସୁତ୍ରଧାର, ରାକେଶ ଦେଓ, ବବି ମିଶ୍ର, ପପି ସନ୍ତୁକା ୮ ଜୁଲାଇ
୩୬ ଆସ୍ତିକ ନାସ୍ତିକ ସୁଧାଂଶ ମୋହନ ସାହୁ ବୁଦ୍ଧାଦିତ୍ୟ ମହାନ୍ତି, ସୁପ୍ରିୟା ନାୟକ, କୁକିସ୍ ସ୍ୱାଇଁ, ଅଭିଶେକ ଗିରି, ଶୁଭମ ୧୦ ଜୁଲାଇ
୩୭ ଦିଲ୍‌ରେ ଅଛି ତୋ'ରି ନାଁ ତ୍ରିପତି ସାହୁ ସମ୍ବିତ ଆଚାର୍ଯ୍ୟ, ଅନୁରାଧା ପାଣିଗ୍ରାହୀ, ପ୍ରିୟଙ୍କା ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ଲେଙ୍କା ୧୫ ଜୁଲାଇ
୩୮ କହିବିନି ତତେ ଆଇ ଲଭ୍ ୟୁ ଲୁବୁନ୍-ଟୁବୁନ୍ ଲୁବୁନ୍, ସୋନା, ମନସ୍ୱିନୀ, ଅର୍ପିତା କର, ସରୋଜ ଦାସ, ପୁଷ୍ପା ପଣ୍ଡା, ମିଲି ମହାନ୍ତି ୧୭ ଜୁଲାଇ
୩୯ ବାଏ ବାଏ ଦିଲ୍ କୁନାଲ ପଟ୍ଟନାୟକ ରାଜ୍, ପଲ୍ଲବୀ, ପ୍ରୀତିରାଜ ଶତପଥୀ, ଜୀବନ ପଣ୍ଡା ୩୧ ଜୁଲାଇ
୪୦ ଶେଷ ରାତି ଅମରେଶ ପତି ଦେବାଶିଷ ପାତ୍ର, ରିୟା ଦେ, ଶୁଭାଙ୍ଗି ଜେନା, ଦେବୁ ବ୍ରହ୍ମା, ଉଷସୀ ମିଶ୍ର ୫ ଅଗଷ୍ଟ
୪୧ ହାଏ କୃଷ୍ଣ ହାପି ଚନ୍ଦନ ଶୈଳେନ୍ଦ୍ର ସାମନ୍ତରାୟ, ଜସ୍ମିନ ରଥ, ମନୋଜ ମିଶ୍ର, ସୁକାନ୍ତ ରଥ, ଶ୍ୱେତା ଆଚାର୍ଯ୍ୟ, ରାକ୍ଷୀ ଦାଶ ୧୪ ଅଗଷ୍ଟ
୪୨ କିଛି କହିବାର ଅଛି ତାପସ ସରଘରିଆ ସିଦ୍ଧାନ୍ତ ମହାପାତ୍ର, ରିୟା ଦେ, ହରିହର ମହାପାତ୍ର, ପ୍ରିୟଙ୍କା ମହାପାତ୍ର ୧୫ ଅଗଷ୍ଟ
୪୩ ଏଇ ରାକ୍ଷୀ ତୋ' ରକ୍ଷା କବଚ ସଞ୍ଜୟ ନାୟକ ରିଶି, ରାଜଦୀପ, ବିକ୍ରମ, ଅନନ୍ୟା, ସୋନାକ୍ଷୀ ୨୧ ଅଗଷ୍ଟ
୪୪ ମାୟାବୀ ସୁଧାଂଶ ମୋହନ ସାହୁ ଅମ୍ଳାନ ଦାସ, ଭୂମିକା ଦାଶ, ଆର୍ଲିନ ଅଙ୍କିତା ୨୬ ଅଗଷ୍ଟ
୪୫ କିସ୍ ମିସ୍ ସୁଶାନ୍ତ ମଣି ସ୍ୱରାଜ ବାରିକ, ଶିବାନୀ ସଙ୍ଗୀତା, ପୃଥ୍ୱୀରାଜ ନାୟକ, ନୀତୁ ସିଂହ ୩୧ ଅଗଷ୍ଟ
୪୬ ମହାବାହୁ ଶ୍ରୀତମ ଦାସ ଆକାଶ ଦାସନାୟକ, ପୁନମ ମିଶ୍ର, ତନୁଶ୍ରୀ ଦାସ, ଶ୍ରୀତମ ଦାସ, ଉଷସୀ ମିଶ୍ର, ହରିହର ମହାପାତ୍ର ୨ ସେପ୍ଟେମ୍ବର
୪୭ ଏଡିୟୁ ଗୋଦାର ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସୁଧାଶ୍ରୀ ମଧୁସ୍ମିତା ୨ ସେପ୍ଟେମ୍ବର
୪୮ ଚୁମ୍‌କି ସେ' ତ ପାଣିରେ ବୁଡ଼ିବ ନାହିଁକି ଗିରିଶ ମହାନ୍ତି ଶ୍ରେୟାନ ନାୟକ, ଉପାସନା ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ପୁଷ୍ପା ପଣ୍ଡା, ଜ୍ୟୋତି ମିଶ୍ର ୧୬ ସେପ୍ଟେମ୍ବର
୪୯ ଫେରି ଆସୁଥିବି କୋଳକୁ ତୋ'ର ସଞ୍ଜୟ ନାୟକ ଜ୍ୟୋତିପ୍ରକାଶ ପଣ୍ଡା, ପୁନମ ମିଶ୍ର, ବିରେନ ମିଶ୍ର, ରବି ମିଶ୍ର ୧୮ ସେପ୍ଟେମ୍ବର
୫୦ ବାଳୀ - ଦ ସେଭିଅର୍ କେ. ମୂରଲୀକ୍ରିଷ୍ଣା ସୂର୍ଯ୍ୟକାନ୍ତ ସାମଲ, ମାମା ସାମଲ, ମନୋଜ ମିଶ୍ର, ଅଶ୍ରୁମୋଚନ ସାମଲ, ସ୍ମିତା ମହାନ୍ତି ୨୩ ସେପ୍ଟେମ୍ବର
୫୧ ତିତ୍‌ଲି ଏସ୍.କେ. ମୂରଲୀଧରନ ତୁଷାର କେ. ସିହ୍ନା, ଦିବ୍ୟାସାନ୍ତା ମହାନ୍ତି, ମିହିର ଦାସ, ପ୍ରୀତିରାଜ ଶତପଥୀ, ପ୍ରତିଭା ପଣ୍ଡା ୩୦ ସେପ୍ଟେମ୍ବର
୫୨ କ୍ୟାପିଟାଲ୍ ଟକିଜ୍
୫୩ ମହିଷାସୁର ମୃତ୍ୟୁଞ୍ଜୟ ସାହୁ ଅର୍ଚ୍ଚିତା ସାହୁ, ବବି ମିଶ୍ର, ବିରଞ୍ଚି ୫ ଅକ୍ଟୋବର (ଓଟିଟି)

୯ ଅକ୍ଟୋବର (ଟିଭି)

୫୪ ପ୍ରେମରେ ରିସ୍କ ହେଲା ମୋତେ ଇସ୍କ କେ. ମୂରଲୀକ୍ରିଷ୍ଣା ଶୈଳେନ୍ଦ୍ର ସାମନ୍ତରାୟ, ଦିବ୍ୟା ମହାନ୍ତି, ରତନ ମେହେର, ରବି ମିଶ୍ର ୯ ଅକ୍ଟୋବର
୫୫ ଓଏ ଅଞ୍ଜଲି ରାମଶଙ୍କର ସ୍ୱରାଜ ବାରିକ, ମାନଭି ପଟେଲ, ଶ୍ରେୟାନ ନାୟକ, ଯୋଗେଶ ଜୋଜୋ ୧୪ ଅକ୍ଟୋବର
୫୬ ତୃଷ୍ଣା ସୁରେଶ ପଟ୍ଟନାୟକ ଶୈଳେନ୍ଦ୍ର ସାମନ୍ତରାୟ, ସମରେଶ ରାଉତରାୟ, ଅଭିଶେକ ଗିରି, ଲିପ୍ସା ମିଶ୍ର, ସୂର୍ଯ୍ୟମୟୀ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା ୧୪ ଅକ୍ଟୋବର
୫୭ ଅଳ୍ପ ଦିନର ଗଳ୍ପ ଅଶୋକ ପତି ଜ୍ୟୋତି ରଞ୍ଜନ ପଣ୍ଡା, ସାୟଲ ବାନାର୍ଜୀ, ରତନ ମେହେର, ଧରିତ୍ରୀ ଖଣ୍ଡୁଆଳ, ମାମୁନି ପଣ୍ଡା ୧୬ ଅକ୍ଟୋବର
୫୮ ରୁଦ୍ରାଣୀ କେ. ମୂରଲୀକ୍ରିଷ୍ଣା ଝିଲିକ୍ ଭଟ୍ଟାଚାର୍ଯ୍ୟ, ସୁବାଶିଷ ଶର୍ମା, ଟୁଟୁ ନାଏକ, ବବି ମିଶ୍ର, ପିଣ୍ଟୁ ନନ୍ଦ ୨୧ ଅକ୍ଟୋବର
୫୯ ତୁ ମୋର ଓକେ ମୃତ୍ୟୁଞ୍ଜୟ ସାହୁ ଜ୍ୟୋତି ରଞ୍ଜନ ନାୟକ, ଶୀତଲ ପାତ୍ର, ଉଷସୀ ମିଶ୍ର, ପିଣ୍ଟୁ ନନ୍ଦ ୨୧ ଅକ୍ଟୋବର
୬୦ ଆମେ ତ ମିଡିଲ୍ କ୍ଲାସ୍ ରାସେଶ ମହାନ୍ତି ଅଶ୍ରୁମୋଚନ ମହାନ୍ତି, ମହାପ୍ରସାଦ କର, ସୁଭାଶିଷ ଶର୍ମା ୨୨ ଅକ୍ଟୋବର
୬୧ ଦମନ ବିଶାଲ ମୋୖରୟା

ଦେବୀ ପ୍ରସାଦ ଲେଙ୍କା

ବାବୁଶାନ ମହାନ୍ତି , ଦୀପନ୍ୱିତ ଦାଶମହାପାତ୍ର ୪ ନଭେମ୍ବର
୬୨ ପାରିକରିବେ ଭୋଳାଶଙ୍କର ମୃତ୍ୟୁଞ୍ଜୟ ସାହୁ ଦୀପକ ବାରିକ, ସସ୍ମିତା ପିୟାଲି ସାହୁ, ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ବୀଣା ମହାରଣା ୬ ନଭେମ୍ବର
୬୩ ସହରୀ ବାଘ ରାମଣା ମୋଗୁଲି ସମ୍ବିତ ଆଚାର୍ଯ୍ୟ, ପବାଣୀ, ପୃଥ୍ୱୀରାଜ ନାୟକ, ସଞ୍ଜୟ ମହାନନ୍ଦ ୧୧ ନଭେମ୍ବର
୬୪ ବିଛାଗ୍ୟାଙ୍ଗ୍ ସଞ୍ଜୟ ନାୟକ ଦୀପକ ବାରିକ, ଅର୍ଲିନ ଅଙ୍କିତା, ପୁଷ୍ପା ପଣ୍ଡା, ପିଣ୍ଟୁ ନନ୍ଦ, କ୍ରିଷ୍ଣା କର ୨୦ ନଭେମ୍ବର
୬୫ ପ୍ରତୀକ୍ଷା ଅନୁପମ ପଟ୍ଟନାୟକ ଦୀପନ୍ୱିତ ଦାଶମହାପାତ୍ର, ବର୍ଷା ପଟ୍ଟନାୟକ, ଚୌଧୁରୀ ଜୟପ୍ରକାଶ ଦାସ ୨ ଡିସେମ୍ବର
୬୬ ପୋଲିସ୍ ବାବୁ ଶୈଳେନ୍ଦ୍ର ପରିଡ଼ା ସୁଭାଶିଷ ଶର୍ମା, ସାୟଲ୍ ବାନାର୍ଜୀ, କ୍ରିଷ୍ଣା କର, ପିଣ୍ଟୁ ନନ୍ଦ ୧୧ ଡିସେମ୍ବର
୬୭ ଲାଇଫ୍‌ରେ କିଛି ବି ହେଇପାରେ ତ୍ରିପତି ସାହୁ ସମ୍ବିତ ଆଚାର୍ଯ୍ୟ, ପୁନମ ମିଶ୍ର, ସାତ୍ୟକି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ଚୌଧୁରୀ ବିକାଶ ଦାସ ୧୧ ଡିସେମ୍ବର
୬୮ ମୁଖା ସୁଧାଂଶ ମୋହନ ସାହୁ ଜଗଜିତ ପାଲ୍, ଅର୍ଲିନ ଅଙ୍କିତା, ପିଣ୍ଟୁ ନନ୍ଦ ୧୧ ଡିସେମ୍ବର
୬୯ ପ୍ରସ୍ଥାନମ୍ ରାଜା ଡି ଅମ୍ଳାନ ଦାସ, ଶ୍ରଦ୍ଧା ପାଣିଗ୍ରାହୀ, ମିହିର ଦାସ, ମନୋଜ ମିଶ୍ର, ପାର୍ଥସାରଥୀ ରାୟ ୧୬ ଡିସେମ୍ବର
୭୦ ତୋ ନା'ରମାନେ ହଁ ସୁଧାଂଶୁ ମୋହନ ସାହୁ ସମ୍ବିତ ଆଚାର୍ଯ୍ୟ, ରିୟା ଦେ, କାବ୍ୟା କିରଣ, ମହାଶ୍ୱେତା ରାୟ, ପିଣ୍ଟୁ ନନ୍ଦ ୨୫ ଡିସେମ୍ବର
୭୧ ଡିଅର୍ ଲଭ୍ ଅଶ୍ୱିନୀ ତ୍ରିପାଠୀ ଗୁରୁଦେବ ମହାରଥି, ତମନ୍ନା ବ୍ୟାସ, ସମରେଶ ରାଉତରାୟ ୨୫ ଡିସେମ୍ବର
୭୨ ଲାଲ ଓଢ଼ଣି କପିଳାଶ ଭୂୟାଁ ସତ୍ୟଜ୍ୟୋତି, ମନିଶୀତା, ଅଜିତ ଦାସ, ଅନିତା ଦାସ, ଶ୍ୱେତା ଆଚାର୍ଯ୍ୟ ୨୮ ଡିସେମ୍ବର
୭୩ ବୋଉର ହାତବାକ୍ସ ନାରାୟଣ ପତି ନାରାୟଣ ପତି, ଶୁଭଶ୍ରୀ ସବିତା ପଲେଇ, ରାଜେଶ ପଣ୍ଡା, ଲୋପାମୁଦ୍ରା ମିଶ୍ର ୩୦ ଡିସେମ୍ବର