(Translated by https://www.hiragana.jp/)
କଣ୍ଡଲା - ଉଇକିପିଡ଼ିଆ Jump to content

କଣ୍ଡଲା

ଉଇକିପିଡ଼ିଆ‌ରୁ
(Kandlaରୁ ଲେଉଟି ଆସିଛି)
କଣ୍ଡଲା ବନ୍ଦର
કંડલા
ବନ୍ଦର ଏବଂ ସହର
ଦେଶ India
Stateଗୁଜରାଟ
ଜିଲ୍ଲାକଚ୍ଛ
Elevation
3 m (10 ft)
ଭାଷା
 • ସରକାରୀଗୁଜରାଟୀ, ହିନ୍ଦୀ
Time zoneIST (+୫.୩୦)
ଯାନବାହାନ ପଞ୍ଚୀକରଣGJ-12

କଣ୍ଡଲା ବା କଣ୍ଡଲା ବନ୍ଦର (ଗୁଜରାଟୀ: કંડલા) ଗୁଜରାଟ ରାଜ୍ୟର ଆୟତନ ଅନୁସାରେ ବଡ଼ ଜିଲ୍ଲା କଚ୍ଛ ଜିଲ୍ଲାର ଗାନ୍ଧିଧାମ ନିକଟ ସମୂଦ୍ରକୂଳରେ ଅବସ୍ଥିତ ଦେଶର ଏକ ବଡ଼ ବନ୍ଦର ଅଟେ। ଏହା ଆରବ ସାଗରକୂଳରେ ଅବସ୍ଥିତ । ଦେଶ ବିଭାଜନ ସମୟରେ କରାଚି ବନ୍ଦର ପାକିସ୍ଥାନକୁ ଦିଆଗଲା ଓ ପଶ୍ଚିମ ଭାରତର ମୂଖ୍ୟ ବନ୍ଦର ଭାବରେ ୧୯୫୦ ମସିହାରେ କଣ୍ଡଲା ବନ୍ଦରର ସ୍ଥାପନା କରାଯାଇଥିଲା ।

ଇତିହାସ

[ସମ୍ପାଦନା]

ଅର୍ଥନୀତି

[ସମ୍ପାଦନା]

ବାହାର ତଥ୍ୟ

[ସମ୍ପାଦନା]