ସାନି

ଉଇକିଅଭିଧାନ‌ରୁ

କ୍ରିୟା ବିଶେଷଣ (ବୈଦେଶିକ)[ସମ୍ପାଦନା]

  1. ପୁନର୍ବାର, ଆହୁରି ଥରେ
  2. ଦ୍ଵିତୀୟବାର କୃତ
  3. ପୁନର୍ବାର ଅନୁଷ୍ଠିତ
  4. ଦ୍ଵିତୀୟବାର କୃତ
  5. ଦୋସରା; ଦ୍ଵିତୀୟ; ଅନ୍ୟ
  6. ସମାନ

ବିଶେଶ୍ୟ (ଦେଶଜ)[ସମ୍ପାଦନା]

  1. ଗୋରୁଙ୍କୁ ଖୁଆଇବା ପାଇଁ ପିଡ଼ିଆ ଗୁଣ୍ଡା ଗୋଳିଆ ହୋଇଥିବା କଟାନଡ଼ା

ବିଶେଷ୍ୟ (କଚିରିଆ)[ସମ୍ପାଦନା]

  1. ଫଏସଲା ହୋଇଥିବା ମକଦ୍ଦମାର ପୁନର୍ବିଚାର
  2. ଅପୀଲ ଅଦାଲତଙ୍କ ଆଦେଶ କ୍ରମେ ପୁନର୍ବିଚାର ପାଇଁ ନିମ୍ନ ଅଦାଲତକୁ ମକଦ୍ଦମାର ପ୍ରେରଣ