ଏଇ ଆମ ସଂସାର
Appearance
ଏଇ ଆମ ସଂସାର | |
---|---|
ନିର୍ଦ୍ଦେଶକ | ଶିଶିର ମିଶ୍ର |
କଳାକାର | ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ତନ୍ଦ୍ରା ରାୟ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ମୁକ୍ତିଲାଭ ତାରିଖ | ୧୯୮୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏଇ ଆମ ସଂସାର, ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶିଶିର ମିଶ୍ର ।[୨][୩][୪]
ଅଭିନୟ
[ସମ୍ପାଦନା]- ଉତ୍ତମ ମହାନ୍ତି
- ବିଜୟ ମହାନ୍ତି
- ଶ୍ରୀରାମ ପଣ୍ଡା
- ମିହିର ଦାସ[୫]
- ଜୟୀରାମ ସାମଲ
- ଅପରାଜିତା ମହାନ୍ତି
- ତନ୍ଦ୍ରା ରାୟ
- ବୈଶାଳୀ ପରିଡ଼ା
- ସୁଜାତା ଆନନ୍ଦ[୬]
ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।[୩]
ଆଧାର
[ସମ୍ପାଦନା]- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.
- ↑ ୩.୦ ୩.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
- ↑ "Five from Odisha get Padma honours". Odisha Sun Times. 25 January 2018. Retrieved 13 July 2018.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ Orissa reference: glimpses of Orissa. TechnoCAD Systems. 2001.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଏଇ ଆମ ସଂସାର