(Translated by https://www.hiragana.jp/)
ଜନନୀ (୧୯୮୪ର କଥାଚିତ୍ର) - ଉଇକିପିଡ଼ିଆ Jump to content

ଜନନୀ (୧୯୮୪ର କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଜନନୀ
ନିର୍ଦ୍ଦେଶକମହମ୍ମଦ ମହସୀନ
କଳାକାରଅନୀତା ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣରାଜୁ ମିଶ୍ର
ମୁକ୍ତିଲାଭ ତାରିଖ
୧୯୮୪
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹୨୫ ଲକ୍ଷ ୬୫ହଜାର

ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଜନନୀ ୧୯୮୪ ମସିହାରେ ମୁକ୍ତିଲାଭ କରିଥିଲା ।

ଅଭିନୟରେ

[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ଜନନୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

  1. "ଏହି ଅଧୁରା ସ୍ୱପ୍ନ ଛାଡି ଚାଲିଗଲେ ଅନୀତା ଦାସ". sambad.in. 12 May 2018. Retrieved 6 June 2018.
  2. "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.[permanent dead link]

ବାହାର ଆଧାର

[ସମ୍ପାଦନା]
  • ଇଣ୍ଟରନେଟ ମୁଭି ଡାଟାବେସରେ ଜନନୀ