(Translated by https://www.hiragana.jp/)
ଡୋନାଲ୍ଡ ଟ୍ରମ୍ପ - ଉଇକିପିଡ଼ିଆ Jump to content

ଡୋନାଲ୍ଡ ଟ୍ରମ୍ପ

ଉଇକିପିଡ଼ିଆ‌ରୁ
Donald Trump
45th President of the United States
Assumed office
January 20, 2017
Vice PresidentMike Pence
ପୂର୍ବ ଅଧିକାରୀBarack Obama
ବ୍ୟକ୍ତିଗତ ସବିଶେଷ
ଜନ୍ମ
Donald John Trump

(1946-06-14) ୧୪ ଜୁନ ୧୯୪୬ (ବୟସ ୭୮)
New York City
ରାଜନୀତିକ ଦଳRepublican (1987–99, 2009–11, 2012–present)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜୀବନ ସାଥୀ
(m. ୧୯୭୭; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
(m. ୧୯୯୩; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
(m. ୨୦୦୫)
ସମ୍ପର୍କSee Family of Donald Trump
ସନ୍ତାନ
ଘରWhite House
ଶିକ୍ଷାନୁଷ୍ଠାନ
ବୃତ୍ତି
Net worth$4.5 billion[୧]
ସନ୍ତକDonald J Trump stylized autograph, in ink
ୱେବସାଇଟ

ଡୋନାଲ୍ଡ ଟ୍ରମ୍ପ ଯୁକ୍ତରାଷ୍ଟ୍ର ଆମେରିକାର ୪୫ତମ ରାଷ୍ଟ୍ରପତି ଭାବରେ ୨୦-୧-୨୦୧୭ରୁ ଚାରି ବର୍ଷ ନିମଂତେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି [୨] । ଆମେରିକାର ରିପବ୍ଲିକାନ ରାଜନୈତିକ ଦଳ ତରଫରୁ ୨୦୧୬ ନଭେମ୍ବର ରାଷ୍ଟ୍ରପତି ନିର୍ବାଚନ ଲଢି ସେ ହରାଇଥିଲେ ଡେମୋକ୍ରାଟ ଦଳର ହିଲାରି କ୍ଲିଣ୍ଟନଙ୍କୁ । ଟ୍ରମ୍ପ ଅର୍ଗାନାଇଜେସନ୍‌ର ଚେୟାରମ୍ୟାନ୍‌ ହେଉଛନ୍ତି ଟ୍ରମ୍ପ । 2014ରେ ଯେଉଁ କମ୍ପାନିର ରାଜସ୍ୱ ଥିଲା 9.5 ୟୁଏସ୍‌ ବିଲିୟନ୍‌ ଡଲାର । ସେ ବର୍ତ୍ତମାନ 3.7 ବିଲିୟନ୍‌ ଡଲାର ମାଲିକ । ତାଙ୍କର ଟ୍ରମ୍ପ ଟାଓ୍ବାର ପେଣ୍ଟ ହାଉସ୍‌ର ମୂଲ୍ୟ ହେଉଛି ଶହେ ମିଳିୟନ୍‌ ଡଲାର । ଏହାଛଡ଼ା ତାଙ୍କର ରହିଛି ନ୍ୟୁୟର୍କରେ ଏକ ବିରାଟ ମ୍ୟାନସନ୍‌  । ଟ୍ରମ୍ପଙ୍କ ଗୋଲ୍ଡ ପ୍ଲେଟେଡ୍‌ ମୋଟର ସାଇକେଲ , 3ଟି ସିକୋରିସ୍କାଏ ହେଲିକପ୍ଟର ଓ ଏକ ବୋଇଂ 757 ରହିଛି । ଏହା ବାଦ ତାଙ୍କ ପାଖରେ ରହିଛି ପ୍ରାୟ 23 ମିଲିଅନ୍‌ ଡଲାରର ଜେଟ୍‌ ବିମାନ । ସେ ବର୍ତ୍ତମାନ ଆମେରିକାର 113 ତମ ଓ ବିଶ୍ୱର 324ତମ ଧନୀ ବ୍ୟକ୍ତି [୧]

ଆଧାର[ସମ୍ପାଦନା]

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; forbes-2016-billionaires ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. "Donald Trump". ଇଂରାଜୀ ୱିକିପେଡିଆ. Retrieved 15 January 2017.