(Translated by https://www.hiragana.jp/)
ବ୍ୟୋମକେଶ ତ୍ରିପାଠୀ - ଉଇକିପିଡ଼ିଆ Jump to content

ବ୍ୟୋମକେଶ ତ୍ରିପାଠୀ

ଉଇକିପିଡ଼ିଆ‌ରୁ
(Byomkesh Tripathyରୁ ଲେଉଟି ଆସିଛି)
ବ୍ୟୋମକେଶ ତ୍ରିପାଠୀ
ଜନ୍ମ(1929-01-19)୧୯ ଜାନୁଆରୀ ୧୯୨୯


[]
ମୃତ୍ୟୁ୧୦ ମଇ ୧୯୯୭(1997-05-10) (ବୟସ ୬୮)
ମୃତ୍ୟୁର କାରଣହୃଦଘାତ
ଶିକ୍ଷାସ୍ନାତକ (ବିଜ୍ଞାନ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, କଲିକତା ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ
ପିତାମାତା(s)ଗୋବିନ୍ଦ ତ୍ରିପାଠୀ, ସତୀ ଦେବୀ
ପୁରସ୍କାରଜୟଦେବ ପୁରସ୍କାର, ୧୯୯୩

ବ୍ୟୋମକେଶ ତ୍ରିପାଠୀ (୧୯ ଜାନୁଆରୀ ୧୯୨୯ - ୧୦ ମଇ ୧୯୯୭), ଜଣେ ଓଡ଼ିଆ ନାଟ୍ୟକାର[], ଅଭିନେତା[] ଓ ନିର୍ଦ୍ଦେଶକ ଥିଲେ । ସେ ପ୍ରାୟ ୭୧ଟି ନାଟକରେ ନିର୍ଦ୍ଦେଶକ ଅବା ଅଭିନେତା ଭାବେ କାମ କରିଥିଲେ । ସେ ଅନ୍ନପୂର୍ଣ୍ଣା ଥିଏଟର ସହ ଜଡ଼ିତ ରହିଥିଲେ । ନାଟକ ବ୍ୟତୀତ, ସେ ପ୍ରାୟ ୨୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ବ୍ୟୋମକେଶ, ୧୯୨୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ସାହିତ୍ୟିକ ଗୋବିନ୍ଦ ତ୍ରିପାଠୀ । ମାତାଙ୍କ ନାମ ଥିଲା ସତୀ ଦେବୀ । ୧୯୫୮ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଶିକ୍ଷା ସମାପ୍ତ କରି, ନାଟକ ଶିକ୍ଷା ପାଇଁ ଏସିଆନ ଥିଏଟର ଇନଷ୍ଟିଚ୍ୟୁଟରେ ଯୋଗ ଦେଇଥିଲେ । ଏହି ଅନୁଷ୍ଠାନ ପରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ନାମରେ ନାମିତ ହୋଇଥିଲା ।

ରଚିତ ନାଟକ

[ସମ୍ପାଦନା]

ସେ ୧୩ଟି ମୌଳିକ ରଚନା ସହ ୩ଟି ନାଟକର ଅନୁବାଦ କରିଥିଲେ ।[]

  • ଏକ-ଦୁଇ-ତିନ
  • ରାଜମୁକୁଟ
  • କଂସାକବାଟ
  • ସିଂହଦ୍ୱାର
  • ଜାଗରଣ
  • ତୋଳାକନିଆ
  • ଅଖଣ୍ଡଜ୍ୟୋତି
  • ସୁନାଫରୁଆ
  • ମାଟିର ସ୍ୱର୍ଗ
  • ହେମହରିଣୀ
  • ଗୋପନ କଥା
  • ସତୀ ପରୀକ୍ଷା
  • ଶ୍ରୀକୃଷ୍ଣଲୀଳା
  • ରାଜା ଅଡିପସ (ଅନୁବାଦ ନାଟକ)
  • ଆଣ୍ଟିଗୋନି (ଅନୁବାଦ ନାଟକ)
  • ମୁଦ୍ରା ରାକ୍ଷସ (ଅନୁବାଦ ନାଟକ)

ଅଭିନୀତ କଥାଚିତ୍ର

[ସମ୍ପାଦନା]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  1. Amaresh Datta (1988). Encyclopaedia of Indian Literature: devraj to jyoti. Sahitya Akademi. pp. 1093–. ISBN 978-81-260-1194-0.
  2. Contemporary Indian Literature. S.L. Shastry. 1972.
  3. Natya: Theatre Arts Journal. Bharatiya Natya Sangh. 1966.
  4. http://www.financialexpress.com/old/ie/daily/19970511/13150573.html
  5. "Legendry Byomakesh Tripathy's sixteen plays in five volumes released". India Whispers. Retrieved 11 August 2020.
  6. "ସେଦିନ ଏଦିନ". ନିତିଦିନ ନଜର ୨୫ ଅପ୍ରେଲ ୨୦୨୧ (ନଜର ୨୫ ଅପ୍ରେଲ ୨୦୨୧). 3 May 2021. Archived from the original on 3 May 2021. Retrieved 3 May 2021.
  7. http://orissa.gov.in/e-magazine/orissaannualreference/ORA-2011/pdf/114.pdf

ଅଧିକ ତଥ୍ୟ

[ସମ୍ପାଦନା]