ମାଂଗା (ଜାପାନୀ ଭାଷା: 漫画,まんが,マンガ, Manga) ହେଉଛି ଜାପାନରେ ତିଆରି ହୋଇଥିବା କଥାଚିତ୍ର ବା କମିକ୍ । ଜାପାନର ଏହି କଳା ଶୈଳୀ ବିଶ୍ୱରେ ବହୁତ ଲୋକ ପସନ୍ଦ କରନ୍ତି ।
ମାଂଗା ସବୁ ବୟସର ଲୋକମାନଙ୍କ ପାଇଁ ଉଦ୍ଧିଷ୍ଟ।
ଶୈଳୀରେ ବିଷୟଗୁଡ଼ିକର ଏକ ବ୍ୟାପକ ସୀମା ରହିଛି: ସାହସିକତା, ପ୍ରେମ, ଖେଳ, କାମୁକତା, ରହସ୍ୟ, ଡର, ଅଲୌକିକ, କଳ୍ପନା, ଦୈନିକ ଜୀବନ, ହାରେମ୍, ଐତିହାସିକ, ହାସ୍ୟ, ନାଟକ, କିଶୋର-କିଶୋରୀ, ଇତ୍ୟାଦି ।
ଇତିହାସ ଓ ବିଶେଷତା[ସମ୍ପାଦନା]
ଉଇକିମିଡ଼ିଆ କମନ୍ସରେ
ମାଂଗା
ବାବଦରେ ମାଧ୍ୟମ ରହିଛି ।